ଜଳାର୍ଣ୍ଣବ ଚେନ୍ନାଇ, ଆଜି ବି ସବୁ ସ୍କୁଲ ଛୁଟି

ଚେନ୍ନାଇ : ତାମିଲନାଡୁରେ ଲାଗି ରହିଛି ଲଗାଣ ବର୍ଷା । ଜଳାର୍ଣ୍ଣବ ହୋଇପଡିଛି ପୁରା ସହର । ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟ ରାଜଧାନୀ ଚେନ୍ନାଇରେ ଆଜି ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ଚେନ୍ନାଇ ଛଡା ତିରୁବଲ୍ଲୁର,ଚେଙ୍ଗଲପଟ୍ଟୁ ଓ କାଞ୍ଚିପୁରମ୍ ଜିଲ୍ଲାରେ ମଧ୍ୟ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୨ ଏବଂ ୩ ଡିସେମ୍ବରରେ ଚେନ୍ନାଇ … Continue reading ଜଳାର୍ଣ୍ଣବ ଚେନ୍ନାଇ, ଆଜି ବି ସବୁ ସ୍କୁଲ ଛୁଟି