ଆକ୍ସନମୋଡ଼ରେ କମିଶନରେଟ ପୋଲିସ, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ସମସ୍ତ ବାର ଉପରେ କଲା ଚଢାଉ

ଭୁବନେଶ୍ବର: ବିଳମ୍ବିତ ରାତିରେ ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୋଲିସର ଚଢ଼ଉ। ଇନ୍ଫୋସିଟି ଓ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ। ଚଢ଼ଉରେ ସାମିଲ ଥିଲେ ସ୍ୱତନ୍ତ୍ର ୨ଟି ପୋଲିସ ଟିମ। ତିନି ପ୍ଲାଟୁନ ପୋଲିସ ଫୋର୍ସ,CTS ଫୋର୍ସ, ଟିମ -60 ଏବଂ ବରିଷ୍ଟ ଅଧିକାରୀ । ଅବକାରୀ ଆଇନ ଅନୁଯାୟୀ ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର, ହୋଟେଲ ଓ ନାଇଟ କ୍ଳବ ଚଳାଉଥିଲେ … Continue reading ଆକ୍ସନମୋଡ଼ରେ କମିଶନରେଟ ପୋଲିସ, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ସମସ୍ତ ବାର ଉପରେ କଲା ଚଢାଉ