ଗ୍ରାମାଞ୍ଚଳ ଶିକ୍ଷା ସୁଦୃଢକୁ ଗୁରୁତ୍ୱ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବ । ଯେଉଁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି ସେଠି ଶିକ୍ଷକ ପୋଷ୍ଟିଂ ହେବେ । ଯେଉଁଠି ଖାଲିପଡିଛି ଶିକ୍ଷକ ପଦବୀ ସେଠାରେ ନିଯୁକ୍ତି ହେବେ । ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭାବ ଆଗ ଶିକ୍ଷକ ନିଯୁକ୍ତ କରିବ । ଡ୍ରପ ଆଉଟ୍ … Continue reading ଗ୍ରାମାଞ୍ଚଳ ଶିକ୍ଷା ସୁଦୃଢକୁ ଗୁରୁତ୍ୱ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ