ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ପ୍ରତିରକ୍ଷା ବଜେଟ୍‌ରେ ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ ଦେଖିବାକୁ ମିଳିଛି । ଏହି ବଜେଟ୍‌ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଜେଟ୍‌ରେ ରେକର୍ଡ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ପୁଞ୍ଜି ବଜେଟ୍‌ରେ ମଧ୍ୟ ରେକର୍ଡ ୨୨ ପ୍ରତିଶତ ବୃଦ୍ଧି ଘଟିଛି । ଆଜିର ବଜେଟ୍‌ରେ ନିର୍ମଳା … Continue reading ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ