34.1 C
Bhubaneswar
Friday, March 29, 2024
Homeକରୋନାପିଏମ ମୋଦିଙ୍କୁ ଚିଠି ଲେଖିଲା ଆଇଏମଏ

ପିଏମ ମୋଦିଙ୍କୁ ଚିଠି ଲେଖିଲା ଆଇଏମଏ

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି ଯେ, ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉ । ଅଭିଯୋଗ ରହିଛି, ରାମଦେବଙ୍କ ତରଫରୁ କରୋନା ଟିକା ନେଇ ଭ୍ରମାତ୍ମକ ଓ ଭୁଲ ବୟାନ ଦିଆଯାଇଛି । ସେ ଏଲୋପାଥି ଓ ଡାକ୍ତରଙ୍କୁ ନେଇ ବି ବିବାଦୀୟ ବୟାନ ଦେଇଛନ୍ତି । ଏମିତିରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏହି ଦାବି ନେଇ ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।   ଆଇଏମଏଓ ବାବା ରାମଦେବଙ୍କ ମଧ୍ୟରେ ଏହି ବିବାଦ ବଢିବାରେ ଲାଗିଚି ।   ଏହି ବିବାଦ ଏକ ହ୍ୱାଟସ ଆପ୍ ମେସେଜ ପଢିବା ଆରମ୍ଭ ହୋଇଥିଲା , ଯାହା ଏବେ ଦେଶଦ୍ରୋହ ପର୍ଯ୍ୟନ୍ତ ପହଂଚି ସାରିଛି ।  ସମସ୍ତ ଡାକ୍ତର ବର୍ତମାନ ବାବା ରାମଦେବଙ୍କ ପ୍ରତି ଅରାଜି ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking