ମୁଁ ଡରିଯିବା ଲୋକ ନୁହେଁ : ଶରତ

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରାଯିବା ଭଳି ଏକ ଖବର ସାମନାକୁ ଆସିଛି । ତେବେ କେଉଁ ଶୋଭାଯାତ୍ରା କି ରାସ୍ତାରେ ଯାଉଥିବାବେଳେ ଏହି କାଳିମାଡ଼ ହୋଇନି, ବରଂ କଂଗ୍ରେସ ଭବନ ଭିତରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନସ୍ଥିତ ତାଙ୍କ ଚାମ୍ବରରେ ବସିଥିଲେ । ତେବେ ହଠାତ କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇଥିଲେ । କେହି କିଛି ବୁଝିବା ଆଗରୁ ସମ୍ପୃକ୍ତ … Continue reading ମୁଁ ଡରିଯିବା ଲୋକ ନୁହେଁ : ଶରତ