ବେଆଇନ ବାଲି ଚାଲଣ ନେଇ ଚଢାଉ

କେନ୍ଦ୍ରାପଡ଼ା : କଳପଢା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ୍ ବାଲି ଖୋଳି ମାଫିଆ ମାନେ ବିକ୍ରି କରୁଥିବା ଖବର ପାଇଁ ଆଜି ଚଢ଼ାଉ କରାଯାଇଥିଲା ଖବର ପାଇଁ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଆଢିସ୍ ନାଲ ତହସିଲଦାର ଏକ ଟିମ୍ ସହିତ ଚଢ଼ାଉ କରିଥିଲେ ୫ଟି ଟ୍ରାକ୍ଟର କଳପଢା ଵନ୍ଧ ଉପରେ ଟ୍ରାକ୍ଟର ଜବତ କରିଥିଲେ ଓ ବେଆଇନ ବାଲି ଖୋଳୁ ଥିଲେ ଏହି ଟ୍ରାକ୍ଟର ରେ ବାଲି ବୋଝେଇ ଜାଉଥିଲା ଵୋଲି ତହସିଲ ଦାର କହିଛନ୍ତି ଏହି ଵାବଦକୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ସମସ୍ତ ଙ୍କୁ ଚେତାବନୀ ଦେଇଛନ୍ତି ଆଗକୁ ଏଭଳି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା

LEAVE A REPLY

Please enter your comment!
Please enter your name here