40.1 C
Bhubaneswar
Thursday, April 25, 2024
Homeଓଡିଶାରାୟଗଡ ଠାରେ ବିପୁଳ ପରିମାଣର ବେଆଇନ ଘୁଟୁଖା ଓ ତମାଖୁ ଜବତ

ରାୟଗଡ ଠାରେ ବିପୁଳ ପରିମାଣର ବେଆଇନ ଘୁଟୁଖା ଓ ତମାଖୁ ଜବତ

ରାୟଗଡ : ଗତକାଲି ରାତିରେ ରାୟଗଡ ପୋଲିସ ପାଇଛି ବଡ ସଫଳତା । ରାୟଗଡ ପୋଲିସ ୫ଟି ଜାଗାରୁ ବିପୁଳ ପରିମାଣରେ ଜବତ କରିଛି ତମାଖୁ, ଘୁଟୁକା ଓ ଭାଙ୍ଗ । ସୂଚନାରୁ ପ୍ରକାଶ ଯେ, କୌଣସି ସୂତ୍ରରୁ ରାୟଗଡ ପୋଲିସ ସ୍ଥାନୀୟ ସାଇପ୍ରିୟା ନଗରରୁ ୩ଟି ଓ ଚାନ୍ଦିଲି ଥାନା ଅନ୍ତର୍ଗତ ୨ଟି ଗୋଦାମରୁ ୧୪୦ ବସ୍ତା ତମାଖୁ, ୩୦ ବସ୍ତା ମାରୁତି ଭାଙ୍ଗ ଓ ୪୦ ବସ୍ତା ଗୁଟୁଖା ଜବତ କରିଛି ଯାହାର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ. ସର୍ବଣା ବିବେକ ଏମ ପ୍ରକାଶ କରିଛନ୍ତି । ଏଥିରେ ମୁଖ୍ୟ କିଙ୍ଗପିନ୍ ରବି କୁମାରକୁ ସ୍ଥାନୀୟ ରାଣୀଗୁଡା ଅଞ୍ଚଳରୁ ଗିରଫ କରିଥିବା ବେଳେ ସେ ଜବତ ହୋଇଥିବା ୫ଟି ଗୋଦାମରୁ ୪ଟିରେ ସମ୍ପୃକ୍ତି ଥିବା ଏସପି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking