ଆଇଆଇସିଙ୍କ ଭିଡିଓ ଭାଇରାଲ

କଟକ : କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସିଙ୍କ ଭାଇରାଲ ଭିଡିଓ ଦେଖାଇଲା ବିଜେପି । ପ୍ରେସମିଟରେ ଭାଇରାଲ ଭିଡିଓ ଦେଖାଇଲେ ସ୍ମୃତି ପଟ୍ଟନାୟକ । ବିଜେପି ମହିଳା ମୋର୍ଚ୍ଚା ଚାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଆଇଆଇସି ଦୀନକୃଷ୍ଣ ମିଶ୍ର ବଟି ମାଗୁଥିବା ଭିଡିଓ ଦେଖାଇଲେ ସ୍ମୃତି । ଭିଡିଓରେ ବାଇକ୍ ଷ୍ଟାଣ୍ଡ ଲିଜ୍‌ଧାରୀଙ୍କୁ ବଟି ମାଗୁଛନ୍ତି ଆଇଆଇସି । ୪୦ ଡିଲ ହୋଇଥିଲେ ବି କିଛି କମାଇବାକୁ କହୁଛନ୍ତି ଲିଜ୍‌ଧାରୀ । ୨ ଲକ୍ଷ ଲସ୍ … Continue reading ଆଇଆଇସିଙ୍କ ଭିଡିଓ ଭାଇରାଲ