ଇଗ୍ନୋର ନାମଲେଖା ଅବଧି ଚଳିତ ମାସ ମାର୍ଚ୍ଚ ୧୦ ତାରିଖକୁ ବୃଦ୍ଧି

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ ୨୦୨୪ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାସ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବ୍‌ସାଇଟକୁ ଅନୁସରଣ କରିପାରିବେ । ଏ ବର୍ଷ ଏମ୍‌ଏସିରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିମଧ୍ୟରେ ଏମ୍‌ଏସି (ଜୁଲୋଜି), ଏମ୍‌ଏସି(ରସାୟନ ବିଜ୍ଞାନ), ଏମ୍‌ଏସି(ଆନାଲିଟିକାଲ କେମେଷ୍ଟ୍ରି), ଏମ୍‌ଏସି (ବାୟୋ କେମେଷ୍ଟ୍ରି), ଏମ୍‌ଏସି … Continue reading ଇଗ୍ନୋର ନାମଲେଖା ଅବଧି ଚଳିତ ମାସ ମାର୍ଚ୍ଚ ୧୦ ତାରିଖକୁ ବୃଦ୍ଧି