ଠିକ୍ ସମୟରେ ବିବାହ କଲେ ମିଳିଥାଏ ଏହି ସବୁ ଫାଇଦା….

ଭୁବନେଶ୍ୱର: ଆଜିକାଲି ଅନେକ ଯୁବକ ଉପଯୁକ୍ତ ସମୟରେ ବିବାହ କରୁନାହାନ୍ତି । ହୁଏତ କାହାକୁ କନିଆଁ ମିଳୁନି ତ ଆଉ କିଏ ପାରିବାରିକ କିମ୍ବା କୌଣସି ଅନ୍ୟ କାରଣରୁ ବିବାହ କରିପାରୁନାହାନ୍ତି । କିନ୍ତୁ ଯେଉଁ ଯୁବକମାନେ ଠିକ୍ ସମୟରେ ବିବାହ କରୁଛନ୍ତି ସେମାନଙ୍କର ହାର୍ଟ ଓ ମାନସିକ ରୋଗ କମ୍ ହେଉଥିବା କୁହାଯାଇଛି । ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି । ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି । … Continue reading ଠିକ୍ ସମୟରେ ବିବାହ କଲେ ମିଳିଥାଏ ଏହି ସବୁ ଫାଇଦା….