ଭୁବନେଶ୍ୱର: ଆଷାଢ ଯାଇ ଶ୍ରାବଣ ଛୁଇଁଲାଣି…ଏ ସମୟରେ ଦିନରାତି ଏକ କରି ହିଡ ମୁଣ୍ଡରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତଳା ରୁଆପୋତା କରେ ଚାଷୀ ଭାଇ । ହେଲେ ଏଥର ସ୍ଥିତି ପୂରା ଗୋଳମାଳିଆ । ଶ୍ରାବଣ ମାସରେ ବି ଟାଙ୍ଗରା ପଡିଛି ବିଲ । ଗୋରୁ ଚରୁଛନ୍ତି, ବିଲକୁ ଆସିନି ଚଷା ପୁଅ । କେମିତି ଚାଷ ହେବ ସେଇ ଚିନ୍ତାରେ କଟୁଛି ଦିନ । ଟିଟିଲାଗଡ ଉପଖଣ୍ଡରୁ ଯେଉଁ ଦୃଶ୍ୟ ଆସିଛି ତାହାକୁ … Continue reading ୪ଦିନରେ ବର୍ଷା ନହେଲେ ମରୁଡ଼ି
Copy and paste this URL into your WordPress site to embed
Copy and paste this code into your site to embed