ଧର୍ମଘଟ ହେଲେ କାଲି ତେଲ ଅଭାବ : ସଞ୍ଜୟ ଲାଠ
ଭୁବନେଶ୍ଵର: ପରିବହନ ଶ୍ରମିକ ମହାସଂଘ ଡାକରା ନେଇ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସମ୍ପାଦକ ସଞ୍ଜୟ ଲାଠ । ଡ୍ରାଇଭର ଆନ୍ଦୋଳନ ଯୋଗୁ ଅଧିକାଂଶ ସ୍ଥାନରେ ତେଲ ଷ୍ଟକ କମିଥିଲା । ଆନ୍ଦୋଳନ ପ୍ରତ୍ୟାହୃତ ଯୋଗୁଁ ୨୫-୩୦% ତେଲ ଲୋଡିଂ ହୋଇଛି । ପରିବହନ ଶ୍ରମିକ ଧର୍ମଘଟ ହେଲେ କାଲି ସନ୍ଧ୍ୟା ସୁଦ୍ଧା ତେଲ ଅଭାବ ଦେଖାଦେବ । ତେଲ ଯୋଗାଣ ସ୍ୱଭାବିକ କରିବା ନେଇ ସରକାର ପଦକ୍ଷେପ ନିଅନ୍ତୁ … Continue reading ଧର୍ମଘଟ ହେଲେ କାଲି ତେଲ ଅଭାବ : ସଞ୍ଜୟ ଲାଠ
Copy and paste this URL into your WordPress site to embed
Copy and paste this code into your site to embed