ସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା
ନୂଆପଡା: ଦିନକ ପରେ ବାହାରିବ ନୂଆପଡା ଉପନିର୍ବାଚନ ଫଳାଫଳ । ବିଜୟ ନେଇ ଆରମ୍ଭ ହୋଇଗଲାଣି ବୟାନବାଜି । ନୂଆପଡା ଜିତିବାକୁ ଦମ୍ଭ ଦେଖାଇଲାଣି ବିଜେଡି । ନୂଆପଡା ଉପନିର୍ବାଚନ ରେଜଲ୍ଟକୁ ନେଇ ବିଜେଡିର ନୂଆ ଥିଓରି । ପ୍ରେସ୍ମିଟ୍ କରି ବିଜେପିକୁ ଟାର୍ଗେଟ୍ କଲେ ପ୍ରମିଳା ମଲ୍ଲିକ । ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍ରେ ଜିତିବୁ । ବିଜେପି ଯଦି ଜିତେ ତାହେଲେ ଇଭିଏମ୍ ଜାଲିଆତି ସ୍ପଷ୍ଟ ହେବ । ଯେଉଁଥିପାଇଁ … Continue reading ସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା
Copy and paste this URL into your WordPress site to embed
Copy and paste this code into your site to embed