ଭୁବନେଶ୍ୱର: ଆଇଡି ବିସ୍ଫୋଣରେ ୩ ଯବାନ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ୩ ଯବାନ ଗୁରୁତର ନେଇ ବୌଦ୍ଧ ଏସପିଙ୍କ ସୂଚନା । ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଶୀତର ଥରୁଛି ସାରା ରାଜ୍ୟ
Copy and paste this URL into your WordPress site to embed
Copy and paste this code into your site to embed