30.1 C
Bhubaneswar
Wednesday, April 24, 2024
Homeଓଡିଶାକେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ କ୍ରିଷନ କୁମାର

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ କ୍ରିଷନ କୁମାର

ଭୁବନେଶ୍ୱର:  ଆଇଏଏସ ଅଧିକାରୀ କ୍ରିଷନ କୁମାରଙ୍କୁ ମିଳିଛି ନୂଆ ଦାୟିତ୍ବ । କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର। କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୨ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର କ୍ରିଷନ କୁମାର ଏବେ ପୂର୍ତ୍ତ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking