29.1 C
Bhubaneswar
Friday, April 26, 2024
Homeଓଡିଶା“ପଞ୍ଚାୟତ ନିର୍ବାଚନ ରେ ଅନୁଭବ ଙ୍କୁ ଦେଖିନଥିଲି”

“ପଞ୍ଚାୟତ ନିର୍ବାଚନ ରେ ଅନୁଭବ ଙ୍କୁ ଦେଖିନଥିଲି”

ଭୁବନେଶ୍ୱର: ସାଂସଦ ଅନୁଭବ ମହା୍‌ନ୍ତି ଙ୍କ ଭିଡିଓ ରିଲିଜ ନେଇ ବିଜେଡିର ପ୍ରତିକ୍ରିୟା । ପ୍ରତିକ୍ରିୟା ରଖିଲେ ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ । ଭିଡିଓ ଟିକୁ ଦେଖିଛି ସେଥିରେ ସାଂସଦ ନିଜ ବ୍ୟକ୍ତିଗତ ଜୀବନ କଥା କହିଛନ୍ତି । ସାଂସଦ ହିସାବରେ କେନ୍ଦ୍ରାପଡା ଲୋକଙ୍କ ପାଇଁ କଣ କରିଛନ୍ତି, କହି ନାହାନ୍ତି । ଲୋକଙ୍କ ମତ ହେଉଛି ଜଣେ ରାଜନେତାଙ୍କ ସଫଳତାର ଚାବି କାଠି । ଅନୁଭବ ଙ୍କୁ ଦଳରେ ଅଣ ଦେଖା କରାଯାଉନି ବୋଲି କହିଲେ ଦେବାଶିଷ । କେନ୍ଦ୍ରାପଡାର ସବୁ ମିଟିଂ କୁ ତାଙ୍କୁ ଡକାଯାଏ ବୋଲି କହିଲେ ଦେବାଶିଷ । ତେବେ ପଂଚାୟତ ନିର୍ବାଚନ ବେଳେ ତାଙ୍କୁ କେଉଁଠି ଦେଖିବାକୁ ପାଇ ନଥିଲି । ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ୍ ପ୍ରସଙ୍ଗ ରେ ପ୍ରତିକ୍ରିୟା । ସମ୍ପୃକ୍ତ ଅଂଚଳ ସହ ପରିଚିତ ଦେଖି ପାର୍ଟି କ୍ୟାମ୍ପେନର ଲିଷ୍ଟ ପ୍ରସ୍ତୁତ କରିଥାଏ ।

“ଜୀବନରେ ଭଲ ପାଇ ଭୁଲ କଲି”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking