ମୁଁ ଅରବାଜ ପାଇଁ ବହୁତ ଖୁସି ଏବଂ ମୋର ଆଶୀର୍ବାଦ ଉଭୟଙ୍କ ସହିତ ଅଛି: ସଲିମ
ମୁମ୍ଵାଇ: ନିକଟରେ ଅରବାଜ ଖାନ ଗର୍ଲଫ୍ରେଣ୍ଡ ଶୁରା ଖାନଙ୍କୁ ବିବାହ କରିଥିଲେ। ଉଭୟ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ବିବାହରେ ପୁରା ଖାନ ପରିବାର ସାମିଲ୍ ଥିଲେ। ବର୍ତ୍ତମାନ ଅରବାଜଙ୍କ ପିତା ସଲିମ ଖାନ ସେମାନଙ୍କ ବିବାହ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଯେତେବେଳେ ଅରବାଜ ତାଙ୍କୁ ତାଙ୍କ ବିବାହ ବିଷୟରେ କହିଥିଲେ ସେତେବେଳେ ସେ କ’ଣ କହିଥିଲେ। ଏକ ସାକ୍ଷାତକାରରେ କରି ସଲିମ କହିଛନ୍ତି, ‘ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। … Continue reading ମୁଁ ଅରବାଜ ପାଇଁ ବହୁତ ଖୁସି ଏବଂ ମୋର ଆଶୀର୍ବାଦ ଉଭୟଙ୍କ ସହିତ ଅଛି: ସଲିମ
Copy and paste this URL into your WordPress site to embed
Copy and paste this code into your site to embed