‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ଯାଏଁ ଲଢିବି’

ଭୁବନେଶ୍ୱର: କିଛି ଦିନ ଧରି  ଓଏଏସ ଅଧିକାରୀ ଏବଂ ପତ୍ନୀ ଅର୍ଚ୍ଚନା ଦାସଙ୍କ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।  ଏହାରି ମଧ୍ୟରେ  ସାର୍ଥକ ସୌରଭ ମହିଳା ଥାନାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପତ୍ନୀ ଅର୍ଚ୍ଚନାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଛୁଆ ଜନ୍ମ ହେବା ପରେ ସବୁ କାମ ମୁଁ କରିଛି । ମୁଁ ଏବେ ଯାଏ ପୁଅକୁ ଦେଖିପାରିନି । ମୋ ଛଡା  ମାଆର କେହି ନାହାନ୍ତି, … Continue reading ‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ଯାଏଁ ଲଢିବି’