34.1 C
Bhubaneswar
Friday, March 29, 2024
Homeଓଡିଶାମୁଁ ଭାରତରେ ସୁରକ୍ଷିତ : ବଲିଉଡ଼ ସିଙ୍ଗର ଅଦନାନ ସାମୀ

ମୁଁ ଭାରତରେ ସୁରକ୍ଷିତ : ବଲିଉଡ଼ ସିଙ୍ଗର ଅଦନାନ ସାମୀ

ନୂଆଦିଲ୍ଲୀ : ବଲିଉଡ଼ ସିଙ୍ଗର ଅଦନାନ ସାମୀ ଭାରତୀୟ ନାଗରିକତ୍ଵ ଗ୍ରହଣ କରିଛନ୍ତି। ସେ କହିଛନ୍ତି ମୁ ମୁସଲମାନ ହୋଇବି ଭାରତରେ ଅଧିକ ସୁରକ୍ଷିତ | ଅଦନାନ ସାମୀ ଭାରତକୁ ତାଙ୍କ ଘର ମାନିଛନ୍ତି। ଏଥିପାଇଁ ସେ ଗର୍ବିତ ମଧ୍ୟ। ସେ ଆହୁରି କହିଛନ୍ତି ଯେ , ଜଣେ ମୁସଲମାନ ଭାବରେ ସେ ଭାରତରେ ସୁରକ୍ଷିତ ଅଛନ୍ତି। ଏହା ସହ ସେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି କହିଛନ୍ତି ସିଏଏ ପ୍ରତାଡ଼ିତଙ୍କୁ ଭାରତର ନାଗରିକତ୍ଵ ଦେବାରେ ସହାୟ ହେବ। ଭାରତରେ ପୂର୍ବରୁ ରହୁଥିବା ଲୋକମାନଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ।ଯେଉଁମାନେ ଭାରତର ନାଗରିକତ୍ଵ ଚାହୁଁଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ନାଗରିକତ୍ଵ ଦେବା ପାଇଁ ସିଏଏ ଆଇନ କରାଯାଇଛି। ଏହା ସହ ଭାରତରେ ରହୁଥିବା ଲୋକମାନଙ୍କର କୌଣସି ସମ୍ପର୍କ ନାହିଁ। ମୁଁ ଜଣେ ମୁସଲମାନ। ମୁଁ ସବୁ ଧର୍ମକୁ ସମ୍ମାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking