ଏ ମାଟିର ମୁଁ ଚିର ଋଣୀ: ରାଷ୍ଟ୍ରପତି

ରାଇରଙ୍ଗପୁର: ଜନ୍ମମାଟି ପ୍ରତି କୃତଜ୍ଞତାରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି । ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇପଡିଲେ । ଏ ମାଟି ପାଖରେ ମୁଁ ଚିର ଋଣୀ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏ ମାଟି ପାଖରେ ମୁଁ ଚିର ଋଣୀ,ସେ ଋଣ ଶୁଛିବାକୁ ମୁଁ ଚେଷ୍ଟା କରୁଛି । ଆଜି ମୁଁ ଯାହା ହୋଇଛି, ସବୁ ଏଇ ମାଟି ପାଇଁ ହୋଇଛି । ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ … Continue reading ଏ ମାଟିର ମୁଁ ଚିର ଋଣୀ: ରାଷ୍ଟ୍ରପତି