30.1 C
Bhubaneswar
Wednesday, April 24, 2024
Homeଟ୍ୱିନ ସିଟିଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର:ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇ ର ବହୁ ପ୍ରତୀକ୍ଷିତ 4 ଚକିଆ ଯାନ ଆଲକାଜାର । ଯାହାର ଶୁଭ ଉନ୍ମୋଚନ ଆଜି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟ ଙ୍କ ଦ୍ଵାରା କୋଭିଡ ଗାଇଡ଼ ଲାଇନ ଅନୁସାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ରେ ଉପଲବ୍ଧ ଯାହାକି ଉଭୟ 6 ଓ 7 ସିଟ ବିଶିଷ୍ଟ ଅଟେ । ଏହା ସହିତ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ ରେ ଭୁବନେଶ୍ୱର ର ତମାଣ୍ଡୋ,ୟୁନିଟ 4, ଲୁଇସ ରୋଡ଼ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମ ରେ ଉପଲବ୍ଧ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking