ଜିମ୍ବାୱେ କୋଚ୍ ପଦରୁ ହଟନ୍‌ଙ୍କ ଇସ୍ତଫା

ହରାରେ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲରେ ଟିମ୍‌ର ବିଫଳତା ପରେ ଜିମ୍ବାୱେ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଡେଭ୍ ହଟନ୍ ପଦରୁ ଇସ୍ତଫା ଦେଇଛନ୍ତି । ଜିମ୍ବାୱେ କ୍ରିକେଟ୍ ବୋର୍ଡ ବୁଧବାର ଏହି ସୂଚନା ଦେଇଛି । ବୁଧବାର ବିଶ୍ୱକପ୍ ଉପରେ ବୋର୍ଡର ମିଟିଂ ପୂର୍ବରୁ ହଟନ୍ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ୍‌ରେ ନାମ୍ବିୟା ଏବଂ ଉଗାଣ୍ଡା ପରି ଟିମ୍‌ଠାରୁ ଜିମ୍ବାୱେ ପରାଜିତ … Continue reading ଜିମ୍ବାୱେ କୋଚ୍ ପଦରୁ ହଟନ୍‌ଙ୍କ ଇସ୍ତଫା