ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ବାରିପଦା : ବନ୍ଦ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲାର ପାତ୍ରସାହି ଅଞ୍ଚଳରେ ଘଟିଛି ଏହି ଘଟଣା। ସ୍ୱାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା। ଗୁରୁବାର ସକାଳ ସମୟରେ ପରିବାର ଲୋକେ ହସ୍ପିଟାଲରୁ ଫେରି ଘର କବାଟ ବାଡେଇଥିଲେ, କିନ୍ତୁ କେହି କବାଟ … Continue reading ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା