34.1 C
Bhubaneswar
Thursday, April 25, 2024
Homeଅପରାଧଡାକ୍ତରଖାନାରେ ପଡିଛି ସ୍ୱାମୀ ର ମୃତଦେହ , ଫେରାର ମାରିଲା ସ୍ତ୍ରୀ

ଡାକ୍ତରଖାନାରେ ପଡିଛି ସ୍ୱାମୀ ର ମୃତଦେହ , ଫେରାର ମାରିଲା ସ୍ତ୍ରୀ

ବଲାଙ୍ଗିର:  ସ୍ୱାମୀ ର ମୃତ୍ୟୁ ପରେ ଡାକ୍ତରଖାନା ରୁ ଫେରାର ମାରିଲା ସ୍ତ୍ରୀ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଡାକ୍ତରଖାନାରେ ପଡିଛି ସ୍ୱାମୀ ର ମୃତଦେହ । କଟକରୁ ମୃତକଙ୍କ ପରିବାର ଲୋକ ପହଞ୍ଚି ସାରିଛନ୍ତି ହେଲେ ସ୍ୱାମୀର ମୃତଦେହ ପାଖ ମାଡୁନାହିଁ ଚାକିରିଆ ସ୍ତ୍ରୀ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଂଚଳ ରେ ଏଭଳି ଘଟଣା ଆଜି ସାମ୍ନା କୁ ଆସିବା ପରେ ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ପୁଣି କଳିଙ୍କିତ ହୋଇଛି । ଏପଟେ ଏହି ଘଟଣା ଉପରେ ହତ୍ୟା ସନ୍ଦେହ ଦୃଢିଭୂତ ହେଉଥିବା ବେଳେ ମୃତକ ଙ୍କ ପରିବାର ବର୍ଗ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking