ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ : ପଥର ଛେଚି ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ
ଦେବଗଡ: ରିଆମାଳ ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ପଞ୍ଚାୟତ ଲୁଆଲୋଇ ଗ୍ରାମରେ ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ ଘଟାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଲୁଆଲୋଇ ଗ୍ରାମର ମହେଶ୍ୱର ନାଏକ ଅନ୍ୟ ଦିନ ଭଳି ଆଜି ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ନିଜ ସ୍ତ୍ରୀ ଯଶୋଦାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ମଦ୍ୟପ ମହେଶ୍ୱର ଏକ ପଥର ସାହାଯ୍ୟରେ ସ୍ତ୍ରୀ ଓ ଶିଶୁ … Continue reading ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ : ପଥର ଛେଚି ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed