ଆନନ୍ଦପୁର : ବିଷ ପିଇ ସ୍ୱାମୀ, ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ପଦନା ଗାଁ ରେ । ଘରୋଇ କଳିରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଙ୍କୁ କଟକ ସ୍ଥାନାନ୍ତର ହୋଇଛି ।