ସାଥୀ ହୋଇ ରହିବୁ ‌କହି ଧୋକା ଦେଲା ସ୍ବାମୀ : କାଟିଲା ସ୍ତ୍ରୀର ଗଳା

ବେଙ୍ଗାଲୁରୁ: ସାଥୀ ହୋଇ ରହିବୁ ‌କହି ଧୋକା ଦେଲା ସ୍ବାମୀ। ପରିବାର ଅଦାଲତରେ ସମସ୍ତଙ୍କ ଆଗରେ ସ୍ତ୍ରୀ ସହ ରହିବି ବୋଲି କହିଲା ସ୍ବାମୀ। ହେ‌ଲେ ଅଦାଲତର ଦୁଆର ଡେଇଁବା ପରେ ସ୍ବାମୀ ପିଶାଚ ପାଲଟିଯିବ ବୋଲି କାହାକୁ ଜଣାନଥିଲା। ସାଥୀରେ ରହିବାକୁ ଚାହୁଁନଥିବାରୁ ଅଦାଲତରୁ ବାହାରକୁ ଆସିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କରିବା ସହ ନିଜ ଝିଅ ଉପରେ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାଟି ଶନିବାର କର୍ଣ୍ଣାଟକର ହାସନ ଜିଲ୍ଲାରେ … Continue reading ସାଥୀ ହୋଇ ରହିବୁ ‌କହି ଧୋକା ଦେଲା ସ୍ବାମୀ : କାଟିଲା ସ୍ତ୍ରୀର ଗଳା