31.1 C
Bhubaneswar
Friday, March 29, 2024
Homeଅପରାଧସ୍ବାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ ର ଜୀବନ

ସ୍ବାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀ ର ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶୁକ୍ଳାଭଟ୍ଟା ଲୋହରା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶୁକ୍ଳାଭଟ୍ଟା ଲୋହରା ସାହିରେ ଘରୋଇ କଳହକୁ ନେଇ ଘଟିଛି ଅଭାବନୀୟ ଘଟଣା । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ତ୍ରୀ ହେଉଛନ୍ତି ଝରଣା ବଚା । ତାଙ୍କ ବୟସ ୨୩ବର୍ଷ । ଘଟଣା ପରେ ଖବରପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍ବାମୀ ୨୬ ବର୍ଷ ବୟସ୍କ ସୁରେନ୍ଦ୍ର ବଚାକୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking