40.1 C
Bhubaneswar
Thursday, April 25, 2024
Homeଅପରାଧସ୍ତ୍ରୀକୁ ଏସିଡ୍ ପିଆଇ ମାରିଲା ସ୍ୱାମୀ

ସ୍ତ୍ରୀକୁ ଏସିଡ୍ ପିଆଇ ମାରିଲା ସ୍ୱାମୀ

ବିହାର: ନବବିବାହିତା ପତ୍ନୀକୁ ଏସିଡ୍ ପିଆଇ ମାରିଦେଲା ପିଶାଚ ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା । ୨ ଲକ୍ଷ ଟଙ୍କା ଓ ବାଇକ ଯୌତୁକ ନଆଣିବାରୁ ହତ୍ୟା ଅଭିଯୋଗ । ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ; ଶାଶୁ, ଶ୍ୱଶୁର ଫେରାର । ୩ ମାସ ତଳେ ମେ ୨ରେ ଅଞ୍ଜଳିଙ୍କର ବାହାଘର ହୋଇଥିଲା । ବାହାଘରର ଅଳ୍ପଦିନ ପରେ  ଶ୍ୱଶୁର ଘରୁ ୨ ଲକ୍ଷ ଟଙ୍କା ଓ ବାଇକ ପାଇଁ ଦାବି କରାଯାଇଥିଲା । ଏହାକୁ ନେଇ ସ୍ୱାମୀ ଓ ଶାଶୁଘର ଲୋକେ ଅଞ୍ଜଳିଙ୍କୁ ମାରପିଟ୍ କରୁଥିଲେ । ଗତ ୨୮ ତାରିଖରେ ଅଞ୍ଜଳିଙ୍କୁ ମାଡ ମାରି ଏସିଡ୍ ଢାଳି ଦେଇଥିଲେ ସ୍ୱାମୀ । ଏସିଡ୍ ଢାଳି ଦେବା ସହ ଏସିଡ୍ ପିଇବାକୁ ବାଧ୍ୟ କରି ପିଟିଥିଲେ । ମାଡରୁ ବର୍ତ୍ତିବାକୁ ବାଧ୍ୟହୋଇ ଏସିଡ୍ ପିଇ ଦେଇଥିଲେ ଅଞ୍ଜଳି । ଗୁରୁତର ହୋଇ ଚିକିସ୍‌ôାଧୀନ ଥିବା ଅଞ୍ଜଳିଙ୍କର ଅସ୍ପିଟାଲରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking