ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାକୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

ହରିୟାଣା : ମୋବାଇଲର ହଟ୍‌-ସ୍ପଟ୍‌ ପାଇଁ ଗଲା ମହିଳାଙ୍କ ଜୀବନ । ସ୍ୱାମୀଙ୍କ କହିବା ସତ୍ତ୍ୱେ ସ୍ତ୍ରୀ ନିଜ ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାରୁ ରାଗିଗଲେ ସ୍ୱାମୀ। ଆଉ ଆଖି ପିଛୁଳାକେ ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ କାଣ୍ଡ ହରିୟାଣାର ରୋହତକରେ ଘଟିଛି। ହତ୍ୟାର ଶିକାର ହୋଇଥିବା ମହିଳାଜଣକ ହେଲେ ରେଖା। ଅଭିଯୁକ୍ତ ସ୍ୱାମୀଜଣକ ହେଲେ ଅଜୟ କୁମାର। ପୁଲିସ୍‌ ବହୁ ଖୋଜାଖୋଜି ପରେ ତାଙ୍କୁ … Continue reading ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାକୁ ସ୍ତ୍ରୀକୁ ହାଣିଲା ସ୍ୱାମୀ