ପତ୍ନୀ ଆଇବ୍ରୋ ସେପ୍କୁ ନେଇ ରାଗିଗଲେ ସ୍ୱାମୀ, ଦେଇଦେଲେ ତଲାକ
ଉତ୍ତରପ୍ରଦେଶ : ପତ୍ନୀ ଆଇବ୍ରୋ ସେପ୍ କରିବାରୁ ରାଗିଗଲେ ସ୍ୱାମୀ । ଆଉ ଭିଡିଓ କଲ୍ କରି ୩ ଥର ଉଚ୍ଚାରଣ କଲେ ତଲାକ୍। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଗୁଲସାଇବା ନାମ୍ନୀ ମହିଳା ସଲିମ ନାମକ ଯୁବକଙ୍କୁ ୨୦୨୨ ମସିହାରେ ବିବାହ କରିଥିଲେ। ଏହାପରେ ଗୁଲସାଇବା କାନପୁରରେ ନିଜ ଶାଶୁ ଘରେ ରହୁଥିବା ବେଳେ ସଲିମ ନିଜ କର୍ମ କ୍ଷେତ୍ର ସାଉଦି ଆରବକୁ ଗତ ଅଗଷ୍ଟ ୩୦ରେ ଚାଲି ଯାଇଥିଲେ। ଗୁଲସାଇବା ଥାନାରେ … Continue reading ପତ୍ନୀ ଆଇବ୍ରୋ ସେପ୍କୁ ନେଇ ରାଗିଗଲେ ସ୍ୱାମୀ, ଦେଇଦେଲେ ତଲାକ
Copy and paste this URL into your WordPress site to embed
Copy and paste this code into your site to embed