ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲା ୧୦ ଲକ୍ଷ ଟଙ୍କାର ସୁପାରୀ

ନୂଆଦିଲ୍ଲୀ: ଜଣେ ସ୍ୱାମୀ ତା’ର ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିବା ଖବର ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଅଗ୍ନିଙ୍କୁ ସାକ୍ଷୀ ରଖି ୭ ଜନ୍ମକୁ ସାଥୀ କରିବାର ଶପଥ ନେଇ ଥିବା ସ୍ୱାମୀ ବିବାହର ମାତ୍ର ୭ ମାସ ନ ପୁରୁଣୁପତ୍ନୀଙ୍କ ହତ୍ୟା ପାଇଁ ସୁପାରୀ ଦେବା ଭଳି ଘଟଣା ଘଟିଛି ଦିଲ୍ଲୀରେ । ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲେ ୧୦ ଲକ୍ଷ ଟଙ୍କାର ସୁପାରୀ । ଏହି ହତ୍ୟା … Continue reading ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ଦେଲା ୧୦ ଲକ୍ଷ ଟଙ୍କାର ସୁପାରୀ