34.1 C
Bhubaneswar
Friday, March 29, 2024
Homeଓଡିଶାସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି!

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି!

ଭୁବନେଶ୍ୱର :କାଲି ରାତିରେ ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ଅଭିଯୁକ୍ତ ବିନୟ ଆଚାର୍ଯ୍ୟ । ସ୍ତ୍ରୀ ନାଁ ରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି କରିଥିବା ବିନୟ । ସୁଟିଂ ସ୍ପୋର୍ଟସ ଖେଳାଳି ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିବା ସୂଚନା । ବିନୟ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କଲା ପୁଲିସ । ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବା କହିଲେ ଭୁବନେଶ୍ୱର ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking