34.1 C
Bhubaneswar
Thursday, April 25, 2024
Homeଅପରାଧସ୍ତ୍ରୀକୁ ୩୦୦ ଖଣ୍ଡ କରିବା ଘଟଣା: କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ ୩୦୦ ଖଣ୍ଡ କରିବା ଘଟଣା: କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫନରେ ରଖିବା ଘଟଣା । ଦୀର୍ଘ ୭ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ମିଳିଲା ଆଜୀବନ କାରାଦଣ୍ଡ ସଜା । ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ ।

ସୂଚନା ଅନୁସାରେ, ୨୦୧୩ ଜୁନ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ଘଟିଥିଲା ଏହି ଛାତିଥରା ଘଟଣା । ନିଜ ସ୍ତ୍ରୀ ଉଷସୀ ପରିଡାଙ୍କୁ ହତ୍ୟା କରିଥିଲେ ସୋମନାଥ । ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଟିଫନ ଭିତରେ ରଖିଥିଲେ । ଦେହାବଶେଷ ସହ ୨୦ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ୨୦୧୩ ରୁ ଏପର୍ଯ୍ୟନ୍ତ ଏହି ଘଟଣାର ବିଚାର କରାଯାଉଥିଲା । ଏବେ ଏହି ଘଟଣାର ରାୟ ପ୍ରକାଶ ବେଳେ କୋର୍ଟ ରୁମରେ କାନ୍ଦି ପକାଇଥିଲେ ସୋମନାଥ ।
https://onakhabar.com/2020/02/25/6-top-court-judges-catch-swine-flu/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking