27.1 C
Bhubaneswar
Friday, March 29, 2024
Homeଅପରାଧହୋଟେଲରେ ପ୍ରେମିକା ସହ ଧରାପଡିଲେ ସ୍ବାମୀ, ଦୁହିଁଙ୍କୁ ଚପଲରେ ଛେଚିଲେ ସ୍ତ୍ରୀ

ହୋଟେଲରେ ପ୍ରେମିକା ସହ ଧରାପଡିଲେ ସ୍ବାମୀ, ଦୁହିଁଙ୍କୁ ଚପଲରେ ଛେଚିଲେ ସ୍ତ୍ରୀ

ଲକ୍ଷ୍ନୌ: ହୋଟେଲରେ ପ୍ରେମିକା ସହ ଅଏସ୍ କରୁଥିଲେ ସ୍ବାମୀ । ଭାଇକୁ ନେଇ ସେହି ହୋଟେଲରେ ପହଞ୍ଚି ଗଲେ ସ୍ତ୍ରୀ । ତା ପରେ ନିଜ ସ୍ବାମୀଙ୍କୁ ପ୍ରେମିକା ସହ ଦେଖି ଚଣ୍ଡୀରୂପ ଧାରଣ କଲେ ମହିଳା । ପାଦରୁ ଚପଲ ବାହାର କରି ଦୁହିଁଙ୍କୁ ନିର୍ଦ୍ଧୁମ ଛେଚିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ତେବେ ଯାହା ସୂଚନା ମିଳିଛି, ଏହି ଭିଡିଓଟି ଉତ୍ତରପ୍ରଦେଶ ଆଗ୍ରାର । ସ୍ତ୍ରୀ ହାତରୁ ଚପଲ ମାଡ ଖାଉଥିବା ବ୍ୟକ୍ତି ଜଣକ ଏକ ହସ୍ପିଟାଲରେ ଆଇସିୟୁ ଇନଚାର୍ଜ ଭାବେ କାମ କରନ୍ତି । ପ୍ରେମିକା ସହ ହୋଟେଲରେ ଧରାପଡିବା ପରେ ତାଙ୍କ ସ୍ତ୍ରୀ ଏପରି ଉତ୍ତମ ମଧ୍ୟମ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking