ହଜିଗଲା ମାନବିକତା,୨୦ଦିନ ଷଣ୍ଢ କୁ ବାନ୍ଧି ରଖିଲେ ଜମି ମାଲିକ

ଉମରକୋଟ : ହଜିଗଲା ମାନବିକତା । ଧାନ ଫସଲ ଖାଇଦେଲା ବୋଲି ୨୦ ଦିନ ଖାଇବା କୁ ନ ଦେଈ ଷଣ୍ଢ କୁ ବାନ୍ଧି କି ରଖିଲେ ଜମି ମାଲିକ।ବଜରଙ୍ଗ ଦଳ ର କର୍ମୀ ଙ୍କ ସହାୟତା ରେ ମୁକୁଳିଲା ଷଣ୍ଢ। ବେଳେ ବେଳେ ମଣିଷ ନିଜ ର ସ୍ବାର୍ଥ ପାଇଁ ନିଜର ମାନବିକତା କୁ ହରାଇ ବସେ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ । ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ … Continue reading ହଜିଗଲା ମାନବିକତା,୨୦ଦିନ ଷଣ୍ଢ କୁ ବାନ୍ଧି ରଖିଲେ ଜମି ମାଲିକ