୫୦ ବର୍ଷରେ ପାଦ ଥାପିଲେ ହ୍ରିତିକ

ମୁମ୍ବାଇ : ଆଜି ହ୍ରିତିକ ରୋଶନ ତାଙ୍କ ଭିନ୍ନ ଷ୍ଟାଇଲରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ସେ ସର୍ବଦା ଜଣେ ଉତ୍ତମ ଅଭିନେତା ଏବଂ ନୃତ୍ୟଶିଳ୍ପୀରେ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ତଥାପି, ଏହି ପଦବୀ ହାସଲ କରିବା ପାଇଁ ସେ ଜୀବନରେ ଅନେକ ପରିଶ୍ରମ କରିଛନ୍ତି । ବଲିଉଡ ଲୋକପ୍ରିୟ ଅଭିନେତା ତ୍ରିତିକ ରୋଶନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି । ନିଜର ଦମଦାର ଅଭିନୟରେ ଏବେ ବି ଫ୍ୟାନ୍ସଙ୍କୁ ଦିୱାନା … Continue reading ୫୦ ବର୍ଷରେ ପାଦ ଥାପିଲେ ହ୍ରିତିକ