27.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀରୁପିକୁ କରନ୍ତୁ ବାଏ ବାଏ , ବ୍ୟବହାର କରନ୍ତୁ ଏହି ସାମ୍ପୁ

ରୁପିକୁ କରନ୍ତୁ ବାଏ ବାଏ , ବ୍ୟବହାର କରନ୍ତୁ ଏହି ସାମ୍ପୁ

ଭୁବନେଶ୍ୱର : ଶୀତଋୁତୁ ଆସିଲେ ଅନେକ ପ୍ରକାରର ତ୍ୱଚା ସହ ବାଳରେ ମଧ୍ୟ ସମସ୍ୟା ଦେଖାଯାଇଥାଏ । ବାଳରେ ରୂପୀ ହୋଇ ତ୍ୱଚାରେ ପଡ଼ିବା ଦ୍ୱାରା ତ୍ୱଚାରେ ମଧ୍ୟ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଫଳରେ ଆମେ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ର୍ରକାରର ସାମ୍ପୁ ବ୍ୟବହାର କରିଥାଉ । ଯାହା ଦ୍ୱାରା ଏହି ସମସ୍ୟା ଅହୁରୀ ବଢିଥାଏ । କିନ୍ତୁ ମାର୍କେଟରେ କେତେକ ସାମ୍ପୁ ମିଳିଥାଏ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ଆମେ ଏହି ସମସ୍ୟାରୁ ରକ୍ଷା ପାଇପାରିବା ।ଜାଣନ୍ତୁ କେତେକ ଆଂଟି ଡାନଡ୍ରଫ ସାମ୍ପୁର ନାମ
୧.ହିମାଳୟ ଆଂଟି ଡାନଡ୍ରଫ୍ ସାମ୍ପୁ ୱିଥ୍ ଟି ଟ୍ରି
ହିମାଳୟ ଆଂଟି ଡାନଡ୍ରଫ୍ ସାମ୍ପୁରେ ଟି ଟ୍ରି ଗୁଣବତା ଥାଏ ଯାହା ଆମ ବାଳ ପାଇଁ ଲାଭକାରୀ ହୋଇଥାଏ ।ଏହାକୁ ବାଳରେ ଲଗାଇ ପାଣି ସହ ଭଳରେ ମସାଜ କରିଦିଅନ୍ତୁ ।ତାପରେ ଧୋଇଦିଅନ୍ତୁ ।ଏହା ବାଳର ରୂପୀକୁ କମ୍ କରାଇବା ସହ ବାଳକୁ ବଢାଇବାରେ ସାହାର୍ଯ୍ୟ କରିଥାଏ ।କିନ୍ତୁ ଏହାକୁ ଲଗାଇବା ପରେ ବାଳ ଟିଏ ଶୁଖା ଶୁଖା ଲାଗିଥାଏ ।
୨.ହେଡ୍ ଏଣ୍ଡ ସୋଲଡରସ୍ ସ୍ମୁଥ୍ ଏଣ୍ଡ ଆଂଟି ଡାନଡ୍ରଫ୍ ସାମ୍ପୁ
ଏହି ସାମ୍ପୁ ଖାସକରି ରୂପୀକୁ କମ୍ କରେ ବୋଲି ଜଣାଯାଇଥାଏ ।ଏହି ସାମ୍ପୁର ଫରମୁଲା ଏପରି ଯେ ,ଏହା ଖାଲି ଡାନଡ୍ରଫ୍ ନୁହେଁ ବାଳକୁ ସ୍ମୁଥ୍ ଏବଂ ସିଲକ୍ ମଧ୍ୟ ରଖିଥାଏ ।
୩. ଲୋରିୟଲ ପ୍ୟାରିସ ଆଂଟି ଡାନଡ୍ରଫ୍ ସାମ୍ପୁ
ଏହି ସାମ୍ପୁ ଡାନଡ୍ରଫକୁ କମ୍ କରିବା ସହ ବାଳକୁ ୩ ଗୁଣା ହେଲଦୀ କରିଥାଏ ।ଡାନଡ୍ରଫ ମୁକ୍ତ କରିବା ସହ ବାଳକୁ ସୁନ୍ଦର କରିଥାଏ ଏବଂ ଭଲ ଅନୁଭବ ହୋଇଥାଏ ।ଏଥିରେ ସିଡ୍ ଅଏଲ ଥାଏ ଯାହା ବାଳକୁ ସୁସ୍ଥ ରଖିଥାଏ ।
୪.ଦ ବଡି ସପ ଗିନଙ୍ଗର ଆଂଟି ଡାନଡ୍ରଫ୍ ସାମ୍ପୁ
ଏଥିରେ ଅଦାର ଗୁଣବତା ଭରି ରହିଥାଏ ଯାହା ସ୍କାପ୍‌ରେ ମାଇକୋ-ବ୍ୟାକଟେରିଆକୁ ନଷ୍ଟ କରିଥାଏ ଏବଂ ରୂପୀ ମୁକ୍ତ କରିଥାଏ ।
୫ . ବାଇୟୋଟିକ୍ ବାୟୋ ନିମ୍ ମାରଗୋସା ଆଂଟି ଡାନଡ୍ରଫ୍ ସାମ୍ପୁ
ଏହା ଏକ ଲୋକପ୍ରିୟ ସାମ୍ପୁ ଭାବରେ ପରିଚିତ ।ଏଥିରେ ଥିବା ନିମ୍ବର ଗୁଣବତା ରୂପୀକୁ ମାରିବା ସହ ବାଳକୁ ସୁସ୍ଥ ରଖିଥାଏ
୬.ସିବମଡ୍ ଆଂଟି ଡାନଡ୍ରଫ୍ ସାମ୍ପୁ
ଏହା ଏକ ଡ୍ରମାଟୋଲୋଜିଷ୍ଟ ଟେଷ୍ଟଟେଡ ସାମ୍ପୁ ।ଏହା ସପ୍ ଫ୍ରି ସାମ୍ପୁ । ଏଥିରେ ଥିବା ସିବମ ଅଏଲ ବାଳକୁ ସୁସ୍ଥ ରଖିଥାଏ ।ଏବଂ ରୂପୀ ନଷ୍ଟକରୀ ବାଳକୁ ଲମ୍ବା ଏବଂ ଘନ କରିଥାଏ ।
୭.ଡୋଭ୍ ଆଂଟି ଡାନଡ୍ରଫ୍ ସାମ୍ପୁ
ଏହାର ନୂଆ ଆଂଟି ଡାନଡ୍ରଫ କେୟାର ରେଞ୍ଜ ଏବେ ଲଂଚ ହୋଇଛି ।ଯାହାର ର୍ଫମୁଲର ତଚଞଙ ରହିଛି ।ଏବଂ କ୍ଲିନିକାଲ ଟେଷ୍ଟଟେଡ୍ ।ଏହାର ବାଳରେ ଭଲ ପ୍ରଭାବ ପକାଇଥାଏ ଏବଂ ରୂପୀ ମୁକ୍ତ କରିଥାଏ ।ଏହାକୁ ନିୟମିତ ଭାବରେ ବ୍ୟବହାର କଲେ ବାଳ ସୁନ୍ଦର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking