29.1 C
Bhubaneswar
Friday, April 26, 2024
Homeଓଡିଶାବାଦୁଡି ନା ବଜ୍ରକାପ୍ତା ଦେହରୁ ବ୍ୟାପିଛି କରୋନା

ବାଦୁଡି ନା ବଜ୍ରକାପ୍ତା ଦେହରୁ ବ୍ୟାପିଛି କରୋନା

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା କରୋନା ପ୍ରକୃତରେ କାହାଠାରୁ ବ୍ୟାପିଛି ତାକୁ ନେଇ ଆଇସି ଏମଆର ପକ୍ଷରୁ ଏକ ବଡ ସୂଚନା ପ୍ରଦାନ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର କହିଛନ୍ତି ଯେ, ପ୍ରଥମରୁ ବିଶ୍ୱାସ କରାଯାଉଥିଲା ଯେ, ବାଦୁଡି ଦ୍ୱାରା କରୋନା ବ୍ୟାପିଛି । ହେଲେ ପରେ ଗବେଷଣାରୁ ଜଣାପଡିଥିଲା ଯେ, ବାଦୁଡି ସହ ବଜ୍ରକାପ୍ତାର ବି ସଂପୃକ୍ତ ଅଛି । ବାଦୁଡି ଦେହରୁ ବଜ୍ରକାପ୍ତା ଓ ବଜ୍ରକାପ୍ତାରୁ ମଣିଷକୁ ସଂକ୍ରମଣ ହେବା ସନ୍ଦେହ ହେଲା । ତେବେ ବାଦୁଡିରୁ ମଣିଷ ଦେହକୁ ସଂକ୍ରମଣ ନେଇ ପ୍ରମାଣ ମିଳିପାରିନି ବୋଲି ସେ କହିଛନ୍ତି । ସାଧାରଣତଃ ବାଦୁଡିରୁ ମଣିଷ ଦେହକୁ ରୋଗ ଆସିବା ବିରଳ ଘଟଣା । ହିସାବ କହେ ହଜାରେ ବର୍ଷରେ ଥରେ ବାଦୁଡିରୁ ମଣିଷ ସଂକ୍ରମିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking