26.1 C
Bhubaneswar
Sunday, December 7, 2025
Homeଓଡିଶାଆଲୋବେରା ରସ କିପରି ଏବଂ କେତେବେଳେ ପିଇବା ଉଚିତ

ଆଲୋବେରା ରସ କିପରି ଏବଂ କେତେବେଳେ ପିଇବା ଉଚିତ

ନୂଆଦିଲ୍ଲୀ: ଆଲୋବେରା ରସ ଆମ ଶରୀର ପାଇଁ ବହୁତ ଲାଭଦାୟକ । ଏହାକୁ  ପିଇବା ଦ୍ୱାରା ପାଚନକ୍ରିୟା  ଭଲ ହୁଏ, କୋଷ୍ଠକାଠିନ୍ୟ ଦୂର ହୁଏ,  ଶରୀରକୁ ବିଷମୁକ୍ତ  କରାଯାଏ । ଏହା ବ୍ୟତୀତ ଏହା କେଶ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ବେଶ ଲାଭଦାୟକ । ଏହି କାରଣରୁ ଏହା ଶରୀରକୁ ଉତ୍ତମ ରୂପରେ ପୋଷକ ଯୋଗାଇଥାଏ ।  ଏହା ବ୍ୟତୀତ, ଆପଣ ଏହାକୁ ଖାଦ୍ୟ  ଖାଇବାର  ୨୦ରୁ ୩୦ ମିନିଟ ପୂର୍ବ  ମଧ୍ୟ ପିଇପାରିବେ ।  ସାଧାରଣତଃ ପ୍ରତିଦିନ ୧୦- ୨୦ ମିଲି ଆଲୋବେରା  ରସ ପିଇବା ଉଚିତ ।  ତଥାପି ଅତ୍ୟଧିକ  ଜୁସ ପିଇବାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କୁ  ଆଲୋଭେରାର ସ୍ୱାଦ ପସନ୍ଦ ନୁହେଁ ।  ତେବେ ଆପଣ ଏହାକୁ  ପାଣି  କିମ୍ବା  ଅନ୍ୟାନ୍ୟ  ଫଳ ସହିତ ମିଶାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking