ଭାଙ୍ଗିଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର
ଜଗତସିଂହପୁର: ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ । ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ଘର ଭାଙ୍ଗିବା ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ । ସୂଚନା ଦେଇ କହିଛନ୍ତି ଯେ ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ । ଟିମ୍ ଗଠନ କରି ଘର ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଲାକୁ ଗୁରୁତ୍ୱର ସହ … Continue reading ଭାଙ୍ଗିଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର
Copy and paste this URL into your WordPress site to embed
Copy and paste this code into your site to embed