31.1 C
Bhubaneswar
Friday, March 29, 2024
Homeଓଡିଶା୧୧.୩୦ ଯାଏଁ ଗୃହ ମୁଲତବୀ

୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲା ଲାଗି ରହିଛି ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ଲଗାତର ଭାବେ ୪ର୍ଥ ଦିନରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ପାଟି ତୁଣ୍ଡ କରିଛନ୍ତି ।
ତେବେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ଦେଖାଦେଇଛି । ଏହାଛଡା ସୁବାସ ପାଣିଗ୍ରାହୀଙ୍କ କ୍ଷମା ମାଗିବା ଘଟଣାକୁ ନେଇ ଦାବି କରିଛନ୍ତି ଶାସକ ଦଳ । ତେଣୁ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking