ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ଦ୍ୱିତୀୟ ଦିନ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି।ଆଦିବାସୀଙ୍କ ଜମି କିଣାବିକା ବିବାଦକୁ ନେଇ ହଟ୍ଟଗୋଳ ହୋଇଛି। ଏହାପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି।
ଇରାକ୍ରେ ବିଶ୍ୱର ବୃହତ୍ତମ କବରସ୍ଥଳୀ; ଏପର୍ଯ୍ୟନ୍ତ ପୋତା ହେଲାଣି ୬୦ ଲକ୍ଷ ମୃତଦେହ









