28.9 C
Bhubaneswar
Wednesday, April 17, 2024
Homeକରୋନା୧୧୭ ଜିଲ୍ଲା ହଟସ୍ପଟ୍‌

୧୧୭ ଜିଲ୍ଲା ହଟସ୍ପଟ୍‌

ନୂଆଦିଲ୍ଲୀ: ଏବେ କୋରନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ଏହାକୁ ଏବେ ଅଧିକ କଡାକଡି କରାଯାଇଛି । ତେବେ ପ୍ରାୟ ୧୧୭ ଜିଲ୍ଲାକୁ ହଟସ୍ପଟ ଘୋଷଣା ନେଇ ଆଜି ନିଷ୍ପତି ହୋଇଛି । ଯେଉଁ ସ୍ଥାନରୁ ଅଧିକ ସଂଖ୍ୟାରେ କରୋନା ପଜେଟିଭ ବାହାରୁଛନ୍ତି, ସେହି ଅଞ୍ଚଳକୁ ହଟସ୍ପଟ ଘୋଷଣା କରାଯିବ । ତେବେ ଏହି ହଟସ୍ପଟ ଚିହ୍ନଟ ପାଇଁ ୧୧୭ ଜିଲ୍ଲାକୁ ଚିହ୍ନଟ କରାଯାଇଥିବା ଲବ୍ ଅଗ୍ରଓାଲ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ବାଦ ଦେଲେ ପ୍ରାୟ ୨୨୦ ଜିଲ୍ଲାକୁ ସେମି ହଟସ୍ପଟ ଜୋନ ଭାବେ ମଧ୍ୟ ଚିହ୍ନଟ କରାଯାଇଛି ।
https://onakhabar.com/2020/04/15/love-agrawal-said-and-clarify-about-covid-19/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking