40.1 C
Bhubaneswar
Thursday, April 25, 2024
Homeଓଡିଶାଗଞ୍ଜାମ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଏବେ କରୋ ନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସେ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସ୍ଥିଥି ସମୀକ୍ଷା କରିଛନ୍ତି । ଗଞ୍ଜାମ ରେ ଏବେ ଅତ୍ୟଧିକ ମାତ୍ରା ରେ ସଂକ୍ରମଣ ବଢୁଛି । ଆଉ ରାଜ୍ୟ ରେ ଏବେ କରୋ ନା ଜନିତ ମୃତ୍ୟୁ ସଂଖ୍ୟା ୯୭ ରେ ପହଞ୍ଚିଛି । କେବଳ ଗଞ୍ଜାମ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭ ସହ ୬୬ ରହିଥିବା ବେଳେ ୧୯୯୫ ଟି ଆକଟିଭ୍ କେସ ରହିଛି । ସେଥିପାଇଁ ଏହି ଜିଲ୍ଲା ରେ କିପରି ସଂକ୍ରମଣ ହ୍ରାସ ପାଇବ ସେଥିନେଇ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking