ଆଜିର ଦିନଟି ଆପଣଙ୍କର କିପରି ରହିବ ଆସନ୍ତୁ ଜାଣିବା

ମେଷ : ପ୍ରିୟଜନଙ୍କ ବିଚ୍ଛେଦ ଘଟପାରେ । ଆର୍ଥିକ ସହୋଯୋଗ ମିଳିବ । ବିରକ୍ତି ପ୍ରକାଶ କରିବେ । ବାଧା ଏଡ଼ାଇ ପାରିବେ । ଯୋଜନାଦିରେ ଆନନ୍ଦ ମିଳିବ । ବ୍ୟାକୁଳତା ବଢିପାରେ ।
ବୃଷ : ଜଞ୍ଜାଳ ଦୂରେଇ ଯିବ । ପରିସ୍ଥିତି ଆୟତ୍ତରେ ରହିବ ।ବାଧ୍ୟତାର ବଶବର୍ତ୍ତୀ ହେବେ । ବନ୍ଧୁମେଳରେ ଆନନ୍ଦ ପାଇବେ । ଅପେକ୍ଷା ଫଳବତୀ ହେବ । ଗଣ୍ଡଗୋଳରେ ପଡ଼ିପାରନ୍ତି ।
ମିଥୁନ : ଅସୁବିଧାରେ ପଡ଼ିପାରନ୍ତି । ନଷ୍ଟ ଦ୍ରବ୍ୟର ସନ୍ଧାନ ପାଇବେ । ନିଜ କାର୍ଯ୍ୟର ସମୀକ୍ଷା କରିବେ । ବୁଦ୍ଧି ବିକୃତି ଘଟିପାରେ । ନୂତନ ଗୃହ ନିର୍ମାଣ କରିବାରେ ଆଗ୍ରହୀ ହେବେ । ସମ୍ପତ୍ତଗତ ଗଣ୍ଡୋଗଳ ବଢିବ ।
କର୍କଟ: ଆଜିର ଦିନରେ ଗୃହ ଜଞ୍ଜାଳରୁ ମୁକ୍ତି ପାଇବେ । ପ୍ରିୟ ବିଚ୍ଛେଦ ଘଟିପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ । ଅନ୍ୟମନସ୍କତା ଅନୁଭବ କରିବେ । ମାନସିକ ଉତ୍ତେଜନା ବଢିବ ।
ସିଂହ : ନୂତନ ସଂପର୍କରେ ଲାଭ ପାଇବେ । ବନ୍ଧୁ ସହୋଯୋଗ ମିଳିବ । ଆର୍ଥିକ ଅବସ୍ଥରେ ପରିବର୍ତ୍ତନ ଆସିବ ।ମନ ଚଞ୍ଜଳ ରହିବ । ଆୟରେ ବୃଦ୍ଧି ଘଟିବ । ମହିଳା ମାନେ ଉପକୃତ ହେବେ ।
କନ୍ୟା : କୌଣସି କାର୍ଯ୍ୟରେ ସଫଳତା ମିଳିପାରେ ।ବିରୋଧରେ ସମ୍ମୁଖୀନ ହେବେ । ଗୃହରେ କଳହ ଉପୁଜି ବିସ୍ମୟକର ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ବନ୍ଧୁ ସହୋଯୋଗ ମିଳିପାରେ ।
ତୁଳା : ଅଧିକାରରେ ବୃଦ୍ଧି ଘଟିବ । ଚିନ୍ତା ଦୂରେଇଯିବ । ଅଯାଚିତ ସାହାଯ୍ୟ ପାଇବେ । ବିଭିନ୍ନ ଦିଗରୁ ଅସୁବିଧା ବଢିବ । ଗୁରୁଜନଙ୍କ କାର୍ଯ୍ୟକୁ ନେଇ ବ୍ୟଥିତ ହୋଇପାରନ୍ତି । ମହିଳାମାନେ କର୍ମକ୍ଷେତ୍ରରେ ଅଶାନ୍ତି ହେବେ ।
ବିଛା: ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ । ଦ୍ୱନ୍ଦରେ ପଡ଼ିପାରନ୍ତି । ସହକର୍ମୀଙ୍କ ନେତୃତ୍ୱ ନେବେ । କୃଷି କ୍ଷେତ୍ରରେ ଉନ୍ନତି କରିପାରନ୍ତି ।
ଧନୁ : କର୍ମଚଞ୍ଚଳ ହେବେ । ଗୃହରେ ବିବାଦ ଉପୁଜିବ । କାଯ୍ୟରେ ପ୍ରମାଦ ବଢିବ । ଚାକିରୀରେ ପଦୋନ୍ନତି ଓ ଅର୍ଥ ବୃଦ୍ଧି ଘଟିପାରେ । ଅର୍ଥପ୍ରାପ୍ତିର ସୁଯୋଗ ଆସିପାରେ ।ଯୋଗାଯୋଗରେ ପ୍ରଗତି ଘଟିପାରେ ।
ମକର : ସାମାନ୍ୟ ଲାଭବାନ ହୋଇପାରନ୍ତି । ବହୁ ବ୍ୟୟରେ ପଡ଼ିବେ । ପଦୋନ୍ନତି ପାଇଁ କାର୍ଯ୍ୟ କରିବେ ।ଆଜି ଚିନ୍ତାଗ୍ରସ୍ତ ହେବେ । କର୍ମକ୍ଷେତ୍ରରେ ମନାନ୍ତର ଘଟିବ । ମନ ଅସ୍ଥିର ରହିବ । ଶାରୀରିକ ପୀଡ଼ା ଭୋଗିବେ । ମହିଳାମାନେ ଅନ୍ୟର ଦୋଷକୁ ମାର୍ଜନା କରିବେ ।
କୁମ୍ଭ : ଲୋଭାଗ୍ରସ୍ତ ହେବେ । ଧାତୁ ପଦାର୍ଥ ପାଇପାରନ୍ତି । କାର୍ଯ୍ୟରେ ଅଗ୍ରଗତି ଘଟିବ । ଧନଲାଭ ହୋଇପାରେ ।ଧର୍ମ କାର୍ଯ୍ୟା ମନଦେବେ।
ମୀନ : କାର୍ଯ୍ୟହାନି ଘଟିପାରେ । କାର୍ଯ୍ୟରେ ବିରକ୍ତି ଅନୁଭବ କରିବେ । ମାଙ୍ଗଳିକ କାର୍ଯ୍ୟା ଯୋଗ ଦେବେ । ବୃଥା ହାନି ସହିବାକୁ ବାଧ୍ୟ ହେବେ । ।