30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ବୃଥା କାର୍ଯ୍ୟରେ ବ୍ୟୟ ବଢ଼ିବ । ଦୂର ଯାତ୍ରା କରିପାରନ୍ତି । ପୂର୍ବରୁ କାର୍ଯ୍ୟରେ ଲାଗିଥିବା ବାଧା ଦୂର ହେବେ ନାହିଁ । ଅଭାବ ଦୂର ହେବ ।
ବୃଷ : କାର୍ଯ୍ୟରେ ବାଧା ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଭୋଜନାଦିରେ ଆନନ୍ଦ ପାଇବେ । ଅର୍ଥଲାଭ କରିପାରନ୍ତି । ସମସ୍ୟାର ସମାଧାନ ହୋଇଯିବ ।
ମିଥୁନ : କ୍ଳାନ୍ତ ଓ ଅବସନ୍ନ ରହିବେ । ନିଜର ଉନ୍ନତି ପାଇଁ ଲାଗି ପଡ଼ିବେ । ସମ୍ମାନ ବୃଦ୍ଧି ଘଟିବ । ଦେହ ଭଲ ରହିବ । ବନ୍ଧୁବର୍ଗରେ ମତାନ୍ତର ଘଟିବ । ଦୁର୍ଘଟଣା ଘଟିପାରେ ।
କର୍କଟ : ସାହାସିକ ପଦକ୍ଷେପ ନେଇପାରନ୍ତି । ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ବ୍ୟବସାୟ ମନ୍ଥର ଗତିରେ ଚାଲିବ । ଯାତ୍ରାଦିରେ ବିପଦ ସମ୍ଭାବନା ଅଛି । ଶତ୍ରୁ ଠାରୁ ଦୂରେଇ ରୁହନ୍ତୁ ।
ସିଂହ : ଦିନ ସାରା ବ୍ୟସ୍ତ ରହିବେ । କାର୍ଯ୍ୟ ସଫଳ ହେବ । ମନ ପ୍ରଫୁଲ୍ଲ ରହିବ । ବିବାଦର ସମାଧାନ ହେବ । ଦେହ ଭଲ ରହିବ । ବିପଦର ଆଭାସ ପାଇବେ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କନ୍ୟା : ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ନୂତନ ବନ୍ଧୁ ହାରାଇବେ । ଦୁର୍ଘଟଣାରୁ ବର୍ତି ଯିବେ । ନୂତନ ଦ୍ରବ୍ୟ ଲାଭ କରିପାରନ୍ତି । ଆତ୍ମୀୟମାନଙ୍କର ସମର୍ଥନ ପାଇପାରନ୍ତି ।
ତୁଳା : ଧନ ହେତୁ ସୁଖ ମିଳିବ । ନିଜର ଅଧିକାର ହରାଇ ପାରନ୍ତି । ମନ ଅସ୍ଥିର ରହିବ । ନିଜ କାର୍ଯ୍ୟରେ ଲାଗି ରହିବେ । ବିପଦର ବଶବର୍ତି ହେବେ । ଅନିଶ୍ଚିତତା ଅନୁଭବ କରିବେ ।
ବିଛା : କୌଣସି କାର୍ଯ୍ୟରେ ବ୍ୟାକୁଳତା ବଢ଼ିପାରେ । ମର୍ଯ୍ୟାଦା ହରାଇପାରନ୍ତି । ଶତ୍ରୁ କବଳରୁ ମୁକ୍ତିି ପାଇବେ । ସାହସ ବଢ଼ିବ । ଅଯଥା ବ୍ୟୟ କରି ଚିନ୍ତିତ ହେବେ ।
ଧନୁ : ଯୌତୁକ ସମ୍ପତିକୁ ନେଇ ଅଶାନ୍ତି ଦେଖାଦେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଯିବ । ନିଜ ପ୍ରତି ଅବହେଳା କରିବେ ମାନସିକ ଚିନ୍ତା ବଢ଼ିବ ।
ମକର : ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଗୃହରୁ ଆନନ୍ଦ ମିଳିବ । ଯାତ୍ରାଦିରେ ଅର୍ଥ ବଢ଼ିବ । କଳହରେ ପଡ଼ିପାରନ୍ତି । କାର୍ଯ୍ୟ ସଫଳ ହେବ । ଅସନ୍ତୋଷ ଦେଖାଦେବ ।
କୁମ୍ଭ : ଭୋଜନାଦୀରୁ ତୃପ୍ତି ମିଳିବ । ମାନସିକ କଷ୍ଟ ବଢ଼ିବ । ଶତ୍ରୁ ଦ୍ୱାରା ଅପଦସ୍ତ ହେବେ । ଆର୍ଥିକ ସମସ୍ୟାରେ ପଡ଼ିବେ । ଦିନ ସାରା ବ୍ୟସ୍ତ ରହିବେ । କର୍ତୃପକ୍ଷଙ୍କ ସହମତଭେଦ ଘଟିପାରେ ।
ମୀନ : ପରିବେଶରେ ନୂତନତ୍ୱ ଆସିପାରେ । ବିଶିଷ୍ଟ ବ୍ୟକ୍ତିଙ୍କର ସହମତ ମିଳିବ । କାର୍ଯ୍ୟରେ ସମ୍ମାନୀତ ହେବେ । ଅନ୍ୟ ପାଇଁ କାର୍ଯ୍ୟ କରିବେ । ଆକସ୍ମିକ ବ୍ୟୟ ଭାର ବଢ଼ିବ । ମହିଳାମାନେ ଘର କାର୍ଯ୍ୟରେ ମନ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking