27.1 C
Bhubaneswar
Thursday, April 25, 2024
Homeରାଶିଫଳଜାଣନ୍ତୁ ଆଜିର ଦିନଟି କିପରି କଟିବ.....

ଜାଣନ୍ତୁ ଆଜିର ଦିନଟି କିପରି କଟିବ…..

ମେଷ: ସ୍ୱାସ୍ଥ୍ୟ ଚିନ୍ତା ଜନକ ହେବ । ଅର୍ଥଭାବ ଦୂରେଇ ଯିବ । ମାନସିକ ଅଶାନ୍ତି ବଢିବ । ଦ୍ରବ୍ୟ ଲାଭ ଯୋଗ ରହିଛି । ଦକ୍ଷତାର ଉପଯୋଗ କରିବେ ।
ବୃଷ: ସାହସିକ କର୍ମ କରିବେ । ଜମିବାଡି କିଣି ପାରନ୍ତି । ଆଲୋଚନାରୁ ଉପକୃତ ହେବେ । ବନ୍ଧୁ ସହାୟତା ମିଳିବ । ଅଳ୍ପକେ ରକ୍ଷା ପାଇବେ । ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ ।
ମିଥୁନ: ଆଜି ଗୁରୁଜନଙ୍କ ପାଇଁ କଷ୍ଟ ଭୋଗିବେ । ଭ୍ରମଣ ଯୋଗ ରହିଛି । ପରିବାରରୁ ଅଶାନ୍ତି ଭୋଗିବେ । ଆୟରେ ଉନ୍ନତି ଘଟିବ । ଆସ୍ଥା ହରାଇବେ । ଚାଷ କାର୍ଯ୍ୟରେ ଦ୍ୱନ୍ଦ ଉପୁଜିପାରେ ।
କର୍କଟ: ଆଜି ଶତ୍ରୁର ସମ୍ମୁଖୀନ ହେବେ । ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ । ଅର୍ଥାଭାବ ଅନୁଭବ କରିପାରନ୍ତି । ଭାତ୍ରୁ ସହଯୋଗ ପ୍ରାପ୍ତ ହେବ ।
ସିଂହ: ପ୍ରତିଯୋଗୀତାରେ ଭାଗ ନେଇପାରନ୍ତି । ପାରିବାରିକ ଜୀବନ ସୁଖ ଦୁଃଖରେ କାଟିବେ । ଚାକିରିରେ ଆଶା ସଫଳ ହେବ । ଯାନବାହନ କ୍ରୟର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ ।
କନ୍ୟା: ଆଜି କର୍ମ ଚଞ୍ଚଳ ରହିବେ । ସୁଖ ସମ୍ମାନ ମିଳିବ । ସାମୂହିକ କାର୍ଯ୍ୟରେ ଆଗେଇ ଯିବେ । ଦେହ ସୁସ୍ଥ ରହିବ । ସବୁବେଳେ ମନ ପ୍ରଫୁଲ୍ଲ ରହିବ । ତୀର୍ଥ ଭ୍ରମଣର ଯୋଗ ରହିଛି ।
ତୁଳା: ବନ୍ଧୁ ମେଳରେ ଦିନ କଟାଇବେ । ବ୍ୟବସାୟରେ ଅଗ୍ରଗତି ଘଟିବ । ମନ ଅସ୍ଥିର ରହିପାରେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେବ ।
ବିଛା: କର୍ମକ୍ଷେତ୍ରରେ ପଦୋନ୍ନତିର ଆଭାସ ପାଇପାରନ୍ତି । ଶିବ ଦର୍ଶନ କରି ଆନନ୍ଦିତ ହେବେ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । କାର୍ଯ୍ୟରେ ବାଧା ଜନ୍ମିପାରେ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ ।
ଧନୁ: ଆଜି ପ୍ରତିଯୋଗୀତାରେ ଭାଗ ନେଇ ପାରନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ଅପମାନିତ ହେବାର ଯୋଗ ରହିଛି । ପାରିବାରିକ ଜୀବନରେ ସୁଖ ଅନୁଭବ କରିବେ । ଚାକିରିରେ ଆଶା ସଫଳ ହେବ ।
ମକର: ଆଜି ଯାନବାହନ କ୍ରୟର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ । କାର୍ଯ୍ୟରେ ଚଞ୍ଚଳତା ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ସାମୂହିକ କାର୍ଯ୍ୟରେ ଆଗେଇବା ଉଚିତ । ଦେହ ସୁସ୍ଥ ରହିପାରେ ।
କୁମ୍ଭ: ଦିନସାରା ମନ ପ୍ରଫୁଲ୍ଲିତ ରହିବ । ତୀର୍ଥ ଭ୍ରମଣର ଯୋଗ ରହିଛି । ମନ ଚଞ୍ଚଳ ରହିବ । ବାଦ ବିବାଦରେ ଜୟୀ ହେବେ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।
ମୀନ: କର୍ମ କ୍ଷେତ୍ରରେ ଅଶାନ୍ତି ଉପୁଯିପାରେ । ଦେବଦର୍ଶନ କରି ଆନନ୍ଦିତ ହେବେ । ପାରିବାରିକ ଅଶାନ୍ତି ଦେଖାଯିବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । କାର୍ଯ୍ୟରେ ବାଧା ବଢିପାରେ । ମହିଳା ମାନେ ଗୃହ କାର୍ଯ୍ୟରେ ସଫଳ ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking