27.8 C
Bhubaneswar
Friday, April 19, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ବନ୍ଧୁ ସହଯୋଗ ମିଳିବ । ଜୁଲମରେ ପଡିପାରନ୍ତି । ପ୍ରତିଦ୍ୱନ୍ଦିତାରେ ଲାଭବାନ ହେବେ । ଚାକିରୀରେ ପଦୋନ୍ନତି ହୋଇପାରେ । ଦେବ ଦର୍ଶନ କରିପ୍ରାନ୍ତି । ବନ୍ଧୁ ସହଯୋଗ ମନାନ୍ତର ହେବ ।
ବୃଷ: ଯାତ୍ରାଦିରୁ ଆନନ୍ଦ ପାଇବେ । ଅଧିକାର ପ୍ରତି ସଚେତନ ହେବେ । ଶତ୍ରୁ ଦ୍ୱାରା ପ୍ରଭାବିତ ହେବେ । ସୁସମ୍ବାଦ ପାଇପାରନ୍ତି । ପରିବେଶ ଲାଭ ଜନକ ହେବ । ବ୍ୟୟଭାର ବଢିବ ।
ମିଥୁନ: ଆଜି ଗୃହରେ କଳହ ଉପୁଜିବ । ସାମନ୍ୟ ଲାଭ ହେବ । ସ୍ମରଣହାନି ଘଟିପାରେ । ଗୃହରେ କାର୍ଯ୍ୟବ୍ୟସ୍ତ ରହିବେ । ଅଭିତଜ୍ଞତା ବଢିବ । ଶୁଭବାର୍ତା ମିଳିବ । କାର୍ଯ୍ୟରେ ବାଧା ଘଟିବ ।
କର୍କଟ: ଆଜି ସକାଳୁ ଦୂରଯାତ୍ରା କରିପାରିବେ । ନିଷ୍ପତି ବଦଳାଇବେ । କର୍ମକ୍ଷତ୍ରରେ ଉନ୍ନତି ଘଟିବ । ଶାରୀରିକ କଷ୍ଟ ଭୋଗିପାରନ୍ତି । କାର୍ଯ୍ୟଭାର ବଢିବ । ଅନ୍ୟକୁ ସାହାଯ୍ୟ କରିବେ ।
ସିଂହ : ବନ୍ଧୁ ଦର୍ଶନର ଯୋଗ ରହିଛି । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ । ବ୍ୟବସାୟରେ କ୍ଷତି ସହିପାରନ୍ତି । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।
କନ୍ୟା : ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟ ପ୍ରତି ତରବର ହୋଇ ସିଦ୍ଧାନ୍ତ ନ ନେବା ଉଚିତ । ଶରୀରପ୍ରତି ବିପଦ ଅଛି । ମହିଳାମାନେ ଅଶାନ୍ତିରେ ରହିପାରନ୍ତି ।
ତୁଳା: ଆଜି ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ସ୍ୱାତୀ ନକ୍ଷେତ୍ର ଜାତ ବ୍ୟକ୍ତି ଚଞ୍ଚଳ ପ୍ରକୃତିରେ ହେବେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଚିତ୍ରା ଓ ବିଶାଖା ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର ସମାନ ଫଳ ମିଳିବ ।
ବିଛା: ଆଜି ଦିନଟି ଆପଣଙ୍କର ଖୁସିରେ କଟିବ । କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ଧନୁ: ପାରିବାରିକ ସମସ୍ୟା ଦେଖାଦେବ । ନୂତନ ଜାଗା କ୍ରୟ କରିପାରନ୍ତି । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିବ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ବ୍ୟବସାୟରେ କ୍ଷତି ସମ୍ଭାବନା ଅଛି ।
ମକର : ଅର୍ଥ କ୍ଷେତ୍ରରେ ସୁଫଳ ମିଳିବ । ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ହୋଇପାରେ । ମହିଳାମାନେ ପୁତ୍ର ଚିନ୍ତା କରିପାରନ୍ତି ।
କୁମ୍ଭ: ବ୍ୟବସାୟରେ ଲାଭବାନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମିବାହାନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଗୃହରେ ପୂଜାକାର୍ଯ୍ୟରେ ଲାଗିରହିବେ ।
ମୀନ: ରେବତୀ ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର କର୍ମକୁଶଳତା ପ୍ରକାଶ ପାଇବ । ଚିନ୍ତାଧାରାରେ ଉନ୍ନତି ଘଟିବ । ନିଜକାର୍ଯ୍ୟ ସମ୍ପୂର୍ଣ୍ଣ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ପ୍ରଶଂସିତ ହେବେ । ମହିଳାମାନେ ଧର୍ମକାର୍ଯ୍ୟରେ ସମଫଳ ପ୍ରାପ୍ତି ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking